Jibashma Titelbild

Jibashma

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Jibashma

Von: ସାରଦା ପ୍ରସାଦ ମିଶ୍ର
Gesprochen von: Alok Agnibesh
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 12,62 € kaufen

Für 12,62 € kaufen

ଅକାଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ 'ଜୀବାଶ୍ମ' ଉପନ୍ୟାସ ଯେଉଁମାନେ ପଢିନାହାନ୍ତି, ସେମାନେ ଜାଣିପାରିବେ ନାହିଁ ଜଣେ ଆଧୁନିକ ଓଡ଼ିଆ ନାରୀର ପ୍ରେମ, ଉତ୍ସର୍ଗ ଓ ଆଦର୍ଶର କଥା! 'କଥା' ପତ୍ରିକାରେ ପ୍ରକାଶ ପାଇ ଏକଦା ଆଲୋଡନ ସୃଷ୍ଟି କରିଥିବା ଏହି ଉପନ୍ୟାସରେ ଜୀବନର କ୍ରୂର ବାସ୍ତବତାକୁ ବେଶ କଳାତ୍ମକ ରୂପରେ ଉପସ୍ଥାପନା କରାଯାଇଛି! ଆଲୋକ ଅଗ୍ନିବେଶଙ୍କ କଣ୍ଠରେ ଚାଲନ୍ତୁନା ଥରେ ଶୁଣିନେବା...©2021 Storyside IN (P)2021 Storyside IN Belletristik
adbl_web_anon_alc_button_suppression_t1
Noch keine Rezensionen vorhanden