Dui Diganta Titelbild

Dui Diganta

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Dui Diganta

Von: ଗୌରହରି ଦାସ
Gesprochen von: Subrat Kumar Pati
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 13,66 € kaufen

Für 13,66 € kaufen

2000 ମସିହାରେ ବରିଷ୍ଠ ଲେଖକ ଗୌରହରି ଦାସ ଦ୍ଵିତୀୟ ଥର ପାଇଁ ଆମେରିକା ଯାଇଥିଲେ ଓ ଭାରତ ଫେରିବା ବାଟରେ କିଛିଦିନ ସ୍ୱିଡ଼େନ ଭ୍ରମଣ କରିଥିଲେ। 'ଦୁଇ ଦିଗନ୍ତ' ପୁସ୍ତକଟି ତାଙ୍କର ଏହି ଦୁଇ ଦେଶ ଭ୍ରମଣର ଅନୁଭୂତି। ଆମେରିକା ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥିବାବେଳେ ସୁଇଡେନର ସାଧାରଣ ଜୀବନଯାପନ ପ୍ରଣାଳୀ ସବୁଠାରୁ ଉନ୍ନତ। ଏ ଦେଶରେ କଳା, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରାଯାଏ ତାହା ବାସ୍ତବିକ ଉଲ୍ଲେଖନୀୟ। ଆମେରିକା ଓ ସୁଇଡେନରେ ଲେଖକଙ୍କ ଅଭିଜ୍ଞତା ସହ ଦୁଇ ଦେଶର ସାମାଜିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ନେଇ ରଚିତ 'ଦୁଇ ଦିଗନ୍ତ' ଶୁଣିବାଭଳି ଏକ ଭ୍ରମଣକାହାଣୀ!©2021 Storyside IN (P)2021 Storyside IN Sozialwissenschaften
adbl_web_anon_alc_button_suppression_c
Noch keine Rezensionen vorhanden