Dadan Titelbild

Dadan

Reinhören
Zeitlich begrenztes Angebot

3 Monate Audible Standard kostenlos testen

3 Monate Audible Standard kostenlos testen, danach 6,99 €/Monat. Monatlich kündbar.
Jetzt abonnieren
Das Angebot endet am 15. Juli 2026 23:59 Uhr. Dieses Angebot sichern!
Weitere Angebote

Dadan

Von: ସରୋଜିନୀ ସାହୁ
Gesprochen von: Sradhanjali Panigrahi
Jetzt abonnieren

3 Monate Audible Standard für 0,99 €/Monat, danach 6,99 €/Monat. Monatlich kündbar. Angebot gültig bis zum 15. Juli 2026 um 23:59 Uhr.

Für 12,62 € kaufen

Für 12,62 € kaufen

ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଡ. ସରୋଜିନୀ ସାହୁ ଜଣେ ବହୁପଠିତ ଭାରତୀୟ ଲେଖିକା, ଯାହାଙ୍କର ଅନେକ ଗଳ୍ପ ଓ ଉପନ୍ୟାସ ଭାରତ ଓ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ଖୁବ ପାଠକୀୟ ଆଦୃତି ଲାଭକରିଛି! 'ଦାଦନ' ତାଙ୍କର ଅନ୍ୟତମ ଚର୍ଚ୍ଚିତ ଉପନ୍ୟାସ, ଯେଉଁଥିରେ ସେ ଶିକ୍ଷିତ ବେକାରମାନଙ୍କୁ ସରକାରୀ ଦାଦନ କର୍ମଚାରୀ ଭାବେ ଚିତ୍ରିତ କରିଛନ୍ତି! ସାମ୍ପ୍ରତିକ ଯୁବସମାଜର ସ୍ୱପ୍ନ, ସମ୍ପର୍କ, ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ 'ଦାଦନ' ଏକ ଚମତ୍କାର ଉପନ୍ୟାସ! ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ଏହି ଉପନ୍ୟାସ...©2021 Storyside IN (P)2021 Storyside IN Belletristik
adbl_web_anon_alc_button_suppression_t1
Noch keine Rezensionen vorhanden