Chhatrapati Bibekananda Titelbild

Chhatrapati Bibekananda

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Chhatrapati Bibekananda

Von: ଶରତ କୁମାର ମହାନ୍ତି
Gesprochen von: Subrat Kumar Pati
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 16,83 € kaufen

Für 16,83 € kaufen

ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ବିନିଯୋଗ କରିଥିଲେ, ସେ ବିଷୟରେ ବିଶ୍ୱସନୀୟ ଯୁକ୍ତି ଓ ପ୍ରମାଣ ରଖିଛନ୍ତି! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ସେହି ତେଜସ୍ୱୀପୁରୁଷ ବିବେକାନନ୍ଦଙ୍କୁ, ଶରତ କୁମାର ମହାନ୍ତିଙ୍କ ଭାଷାରେ...©2021 Storyside IN (P)2021 Storyside IN Sozialwissenschaften
adbl_web_anon_alc_button_suppression_c
Noch keine Rezensionen vorhanden