ରଜପର୍ବ : ସେବେ ଓ ଏବେ | #raja #odia Titelbild

ରଜପର୍ବ : ସେବେ ଓ ଏବେ | #raja #odia

ରଜପର୍ବ : ସେବେ ଓ ଏବେ | #raja #odia

Jetzt kostenlos hören, ohne Abo

Details anzeigen

Nur 0,99 € pro Monat für die ersten 3 Monate

Danach 9.95 € pro Monat. Bedingungen gelten.

Über diesen Titel

କେବଳ ଗୋଟିଏ ସ୍ଥାନରେ ରଜ ଏବେ ବି ବଞ୍ଚିଛି... ଆଉ ବହୁତ ଆଡ଼ମ୍ବରରେ ପାଳନ ବି ହେଉଛି...

ଆମ ଫେସବୁକର ପୋଷ୍ଟ୍‌ରେ...

ସତରେ କେହି ପାଳୁଛନ୍ତି କି ନା ଜାଣେନି, ହେଲେ ଏତେ ପୋଡ଼ପିଠାର ଛବି ଫେସବୁକରେ ଦିଶୁଛି ଯେ ମନେ ହେଉଛି, ଯା ବି ହେଉ ଆମ ପରମ୍ପରା ହଜି ଯାଇନି୤ କର୍ପୁର ଉଡ଼ି ଯାଇଛି ହେଲେ କନା ସେମିତି ପଡ଼ିଛି୤ ସେଇ କନାକୁ ଚାହିଁ ଚାହିଁ କର୍ପୁରର ବାସ୍ନା ମିଳିଯାଉଛି୤

ସମସ୍ତଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ୤

Noch keine Rezensionen vorhanden