Upanibesha Titelbild

Upanibesha

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Upanibesha

Von: ସରୋଜିନୀ ସାହୁ
Gesprochen von: Sarat Nayak
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 6,95 € kaufen

Für 6,95 € kaufen

Über diesen Titel

ମେଧା ତେବେ କ'ଣ ଚାହେଁ? କ'ଣ ପାଇଁ ସେ ଆସିଥିଲା ଅନିରୁଦ୍ଧ ପାଖକୁ? କାହିଁକି ବର୍ଷବର୍ଷ ଧରି ତାଙ୍କ ଭିତରେ ଚିଠିପତ୍ରର ଆଦାନପ୍ରଦାନ? ସଙ୍ଗୀତ ପାଇଁ? ତାଙ୍କ ସଂପର୍କରେ କୌଣସିଠି ସଙ୍ଗୀତ ନାଇଁ । ତାଳ, ଲୟ, ଆରୋହ, ଅବରୋହର ଆଦୌ ସ୍ଥାନ ନାହିଁ ।... ଏମିତି ଏକ ଦ୍ୱନ୍ଦ୍ୱ ନେଇ ଗଢ଼ିଉଠିଥିବା ଉପନ୍ୟାସ 'ଉପନିବେଶ' ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାପ୍ତ ବିଶିଷ୍ଟ କଥାକାର ସରୋଜିନୀ ସାହୁଙ୍କର ଅନ୍ୟତମ ସଫଳ ସୃଷ୍ଟି । ଆସନ୍ତୁ ଶୁଣିବା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ନାୟକଙ୍କ କଣ୍ଠରେ...©2021 Storyside IN (P)2021 Storyside IN Belletristik
adbl_web_anon_alc_button_suppression_c
Noch keine Rezensionen vorhanden