Srimadbhagabata Titelbild

Srimadbhagabata

Reinhören
0,00 € - kostenlos hören
Aktiviere das kostenlose Probeabo mit der Option, monatlich flexibel zu pausieren oder zu kündigen.
Nach dem Probemonat bekommst du eine vielfältige Auswahl an Hörbüchern, Kinderhörspielen und Original Podcasts für 9,95 € pro Monat.
Wähle monatlich einen Titel aus dem Gesamtkatalog und behalte ihn.

Srimadbhagabata

Von: ଜଗନ୍ନାଥ ଦାସ
Gesprochen von: ବିଚିତ୍ରାନନ୍ଦ ପଣ୍ଡା
0,00 € - kostenlos hören

9,95 € pro Monat nach 30 Tagen. Monatlich kündbar.

Für 18,95 € kaufen

Für 18,95 € kaufen

Über diesen Titel

ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍‍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍‍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍‍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!©2021 Storyside IN (P)2021 Storyside IN Antike, Klassik & Mittelalter
Noch keine Rezensionen vorhanden