Sreyasi Titelbild

Sreyasi

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Sreyasi

Von: ପ୍ରବୀଣା ମହାନ୍ତି
Gesprochen von: Kalakar Kirti Mohanty
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 12,62 € kaufen

Für 12,62 € kaufen

'ମୋତେ କେହି ଛୁଇଁଦେଲେ ଯେ ମୁଁ ଅପବିତ୍ର ହୋଇଯିବି ସେଭଳି ଧାରଣା ଅନ୍ତତଃ ମୋର ନାହିଁ। ମୁଁ କାହିଁକି ପରଶମଣିଟିଏ ନହେବି ଯେ? କଳୁଷିତ ମନ ନେଇ ବି ଯିଏ ମୋତେ ଛୁଇଁଦେଵ, ପବିତ୍ରତାର ସ୍ଵର୍ଣ୍ଣିମ ଆଭାରେ ଉଦ୍ଭାସିତ ହୋଇଯିବ ତା'ର ଅନ୍ତର।'-ଏଭଳି ଭାବୁଥିବା ଝିଅଟି ଦିନେ ଦୁଷ୍କର୍ମର ଶିକାର ହୋଇଛି। ତା ସତ୍ତ୍ୱେ ନିଜ ଜୀବନକୁ ଆଲୋକିତ ସରଣୀରେ ଅଗ୍ରସର କରାଇବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଯାଇଥିବା ଅମୃତମୟୀ ଅମୃତାର କାହାଣୀ 'ଶ୍ରେୟସୀ'!©2021 Storyside IN (P)2021 Storyside IN Belletristik
adbl_web_anon_alc_button_suppression_t1
Noch keine Rezensionen vorhanden