Nathuram Nathi Titelbild

Nathuram Nathi

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Nathuram Nathi

Von: ଡ. ବିବୁଧରଞ୍ଜନ
Gesprochen von: Mohan Majithia
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 14,95 € kaufen

Für 14,95 € kaufen

Über diesen Titel

ଭାରତ ଇତିହାସର ପ୍ରତିଟି ପୃଷ୍ଠାରେ ନାଥୁରାମ ଚିତ୍ରିତ ହୋଇଛନ୍ତି ଜଣେ ଘୃଣ୍ୟ ହତ୍ୟାକାରୀ ଭାବରେ! ଗାନ୍ଧୀ ହତ୍ୟାର ମାଷ୍ଟରମାଇଣ୍ଡ ନାରାୟଣ ଆପ୍ତେ ବି ଆଜି ଅତୀତ ଗର୍ଭରେ ବିସ୍ମୃତ! ସ୍ଵାଧୀନୋତ୍ତର ଭାରତବର୍ଷର ବଂଶଧରମାନଙ୍କ ପାଇଁ ସେ ଦୁହିଁଙ୍କର କୌଣସି ମୂଲ୍ୟ ନାହିଁ; ମହତ୍ୱ ବି ନାହିଁ! ତଥାପି ଅତୀତର ପାଉଁଶ ତଳୁ ନାଥୁରାମଙ୍କ ବିଦ୍ରୋହୀ ଆତ୍ମା ବହୁ ସମୟରେ ମୁଣ୍ଡ କାଢି ଆଖିମିଟିକା ମାରେ! କାହିଁକି ସେ ହତ୍ୟା କଲେ ଗାନ୍ଧୀଙ୍କ ପରି ଜଣେ ମହାତ୍ମାଙ୍କୁ? ଏଭଳି ଦୁଃସାହସ ପଛର ଅସଲ ରହସ୍ୟ କଣ? ଏ ପ୍ରଶ୍ନ ଆଜିବି ଅନେକ ଭାରତୀୟଙ୍କ ଭିତରେ କଡ଼ ଲେଉଟାଏ...! ତାହେଲେ ଚାଲନ୍ତୁନା ଖୋଲିବା ନାଥୁରାମଙ୍କ ସେଇ ପରିତ୍ୟକ୍ତ ନଥିକୁ ପୁଣିଥରେ... ଜାଣିବା ଢାଙ୍କି ଦିଆଯାଇଥିବା ସେଇ ସତଟିକୁ...©2021 Storyside IN (P)2021 Storyside IN Asien
Noch keine Rezensionen vorhanden