Natara Diary Titelbild

Natara Diary

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Natara Diary

Von: ପ୍ରକାଶ ମହାପାତ୍ର
Gesprochen von: Hrudananda Sahoo
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 15,96 € kaufen

Für 15,96 € kaufen

'ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ ବିଜୟକୁ ଏକ ରାସ୍ତା। ବାଧା ହିଁ ଗତି। ଘାତ ହିଁ ସ୍ପନ୍ଦନ। ହାରିବା ହିଁ ଜୀବନ। ଅନ୍ତିମ ବିଜୟ ହିଁ ଅନ୍ତିମ ପରାଜୟ।' ବିଚକ୍ଷଣ କଥାକାର ପ୍ରକାଶ ମହାପାତ୍ରଙ୍କ 'ନଟର ଡାଏରୀ' ହେଉଛି ତାଙ୍କ ଅଭ୍ୟନ୍ତର ଅନ୍ଧାରର ପ୍ରତିଲିପି? ଆପଣ ବି ଶୁଣନ୍ତୁ, ଲାଗିବ ସେ ନଟ ଆପଣଙ୍କ ଭିତରେ ବି ନାଟ କରୁଛି...©2021 Storyside IN (P)2021 Storyside IN Seelische & Geistige Gesundheit Sozialwissenschaften
adbl_web_anon_alc_button_suppression_t1
Noch keine Rezensionen vorhanden