Kishor Kanti Titelbild

Kishor Kanti

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Kishor Kanti

Von: କାହ୍ନୁଚରଣ ପାଣିଗ୍ରାହୀ
Gesprochen von: Karunakar
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 7,95 € kaufen

Für 7,95 € kaufen

Über diesen Titel

କାହ୍ନୁଚରଣ ପାଣିଗ୍ରାହୀ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ଜଣାଶୁଣା। ପେସାରେ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଓଡ଼ିଶାର ଶିଶୁମାନଙ୍କର ବୌଦ୍ଧିକ ଓ ଆବେଗିକ ବିକାଶ ପାଇଁ ନିଜର ଲେଖନୀ ଚାଳନା କରିଆସୁଛନ୍ତି। ଆମ ପିଲାମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଆଣିବା ତାଙ୍କ କବିତାର ମୂଳ ମନ୍ତ୍ର। 'ସଂସାର', 'ଶିଶୁ ରାଇଜ', 'ମୀନାବଜାର', 'ଶିଶୁଲେଖା' ଆଦି ସମ୍ଭାନ୍ତ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇ ଆଦୃତ ଏବଂ ଆକାଶବାଣୀ କଟକଙ୍କ ସୌଜନ୍ୟରୁ ପ୍ରସାରିତ। ଶ୍ରୀ ପାଣିଗ୍ରାହୀଙ୍କ ରଚିତ 'ଟିକି ନାଆ', 'ଚୂନାଚୂନା ସୁନାଫୁଲ' ପୁସ୍ତକମାନଙ୍କ ପରି 'କିଶୋର କାନ୍ତି' ଆମ ପିଲାମାନଙ୍କ ପାଇଁ ଆଉ ଏକ ରୋଚକ ଉପହାର।©2021 Storyside IN (P)2021 Storyside IN Literatur & Belletristik
Noch keine Rezensionen vorhanden