Eithu Arambha Titelbild

Eithu Arambha

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Eithu Arambha

Von: ଗୌରହରି ଦାସ
Gesprochen von: Hrudananda Sahoo
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 12,62 € kaufen

Für 12,62 € kaufen

ଉର୍ବଶୀ ପଚାରିଲା, 'ଆଜି ଏ ରାତିର କଥା ତମର ମନେରହିବ ପୁଲକ?' ପୁଲକ ଉତ୍ତର ଦେଲା, 'ସବୁଦିନେ!' ଉର୍ବଶୀ ପଚାରିଲା, 'ତୁମ ସହ ମୋର ସମ୍ପର୍କକୁ କେଉଁ ପରିଭାଷା ଦେବି?' ପୁଲକ କହିଲା, 'ନିର୍ଦ୍ଦିଷ୍ଟ ପରିଭାଷାର ଖୋଳପା ପିନ୍ଧାଇଦେଲେ ସମ୍ପର୍କ ଛୋଟ ହେଇଯାଏ! ବନ୍ଧୁ, ସ୍ୱାମୀ, ପ୍ରେମିକ, ପୁଅ, ଭାଇ - ଯାହା ବି କହିଲେ ପୁରୁଷର ନାରୀ ସହ ସମ୍ପର୍କ ଖୁବ ସୀମିତ ହୋଇଯାଏ! ଏହା ବାହାରେ ତ ସମ୍ପର୍କର ବିସ୍ତୀର୍ଣ୍ଣ ଆଲିଙ୍ଗନ ତଥାପି ରହିଛି! ତୁମେ ଆମର ସମ୍ପର୍କକୁ କିଛି ପରିଭାଷା ନଦେଲେ ବେଶୀ ଭଲ ହେବ!' ପୁଲକ ଆଉ ଉର୍ବଶୀଙ୍କ ଏମିତି ଏକ ପ୍ରେମଭରା କଥୋପକଥନ ପରେ କଣ ହେଲା ସେମାନଙ୍କର? ଶୁଣନ୍ତୁ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ମନଛୁଆଁ ଉପନ୍ୟାସ 'ଏଇଠୁ ଆରମ୍ଭ'...©2021 Storyside IN (P)2021 Storyside IN Belletristik
adbl_web_anon_alc_button_suppression_t1
Noch keine Rezensionen vorhanden