Durdina Titelbild

Durdina

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Durdina

Von: ଜଗଦୀଶ ମହାନ୍ତି
Gesprochen von: Bikram Keshari Jena
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 6,95 € kaufen

Für 6,95 € kaufen

Über diesen Titel

ଆମେ ଚିହ୍ନିଛୁ କି ଆମର ସ୍ୱଦେଶକୁ? ଓଡିଶାକୁ? ମା' ମାଟିକୁ? ଏଇ ଉପନ୍ୟାସରେ ଆପଣ ଏମିତି ଏକ ମାଟିକୁ ଭେଟିବେ, ଯାହା ଆମର ଆଜନ୍ମ ପରିଚିତ! କିନ୍ତୁ ସତରେ ପରିଚିତ କି? ତା ଭିତରେ ଲୁଚି ରହିଥିବା ଆଉଗୋଟିଏ ଦେଶ - ସେ ଦେଶ ଆମର କି? ଶେଷରେ ଆପଣ ସେମିତି ଏକ ଜାଗାରେ ପହଂଚିବେ, ଯେଉଁଠି ବିସ୍ମିତ ହୋଇ ନିଜକୁ ପଚାରିବେ - ଏତେ କୁତ୍ସିତ ଆମ ପ୍ରିୟ ସ୍ୱଦେଶ? ବ୍ୟକ୍ତି ଓ ରାଷ୍ଟ୍ରର ସଂଘର୍ଷ ଭିତରେ ଗଢି ଉଠିଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ନିଶ୍ଚିତ ଭାବେ ଆପଣଙ୍କୁ ଉପଲବ୍ଧିର ଅନ୍ୟଏକ ରାଜ୍ୟକୁ ନେଇଯିବ! ଶୁଣନ୍ତୁ ପ୍ରଖ୍ୟାତ କଥାକାର ଜଗଦୀଶ ମହାନ୍ତିଙ୍କ ଏହି ଉପନ୍ୟାସ, ବିଶିଷ୍ଟ ଉପସ୍ଥାପକ ବସନ୍ତ ମହାନ୍ତିଙ୍କ କଣ୍ଠରେ...©2021 Storyside IN (P)2021 Storyside IN Belletristik
Noch keine Rezensionen vorhanden