Kaniska Kaniska cover image

Kaniska Kaniska

Listen to a sample

Get 30 days of Standard free

€6.99/mo after trial. Cancel monthly.
Try for €0.00
More purchase options

Kaniska Kaniska

By: ଜଗଦୀଶ ମହାନ୍ତି
Narrated by: Prakash Rout
Try for €0.00

€6.99 a month after 30 days. Cancel anytime.

Buy Now for €12.52

Buy Now for €12.52

Season's Savings | 0.99 €/mo for 3 months

6.99 €/month thereafter - terms apply. Cancel monthly.
'ତୁ ବଡ ହେଲେ ପଢି ବୁଝିବୁ ମଣିଷ ଜାତିର ନିୟତି, ଅସହାୟତା ଓ ବଞ୍ଚିରହିବାର ସାର୍ଥକତା, ନିରର୍ଥକତା ବିଷୟରେ! ସେତେବେଳେ ନିଶ୍ଚେ ଅନୁଭବ କରିବୁ ଜୀବନଟା କନିଷ୍କ ଭଳି ଖଣ୍ଡିଆ! କନିଷ୍କ ମୂର୍ତ୍ତିରେ ମୁଣ୍ଡଟେ ଯୋଡ଼ିଦେଲେ ତାକୁ କେହି କନିଷ୍କ ବୋଲି କହିବ କି?' ଏମିତି ଭାବେ ନିଜ ପୁଅକୁ ଉତ୍ସର୍ଗ କରାଯାଇଥିବା ଏକ ବହିର ନାମ 'କନିଷ୍କ କନିଷ୍କ' ଯାହା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲା! ପ୍ରସିଦ୍ଧ ଲେଖକ ଜଗଦୀଶ ମହାନ୍ତିଙ୍କ ଦ୍ୱାରା ରଚିତ ଏହି ଉପନ୍ୟାସଟି ତାଙ୍କର ଅନ୍ୟତମ ସାର୍ଥକ ସୃଷ୍ଟି, ଯାହା ଲେଖିବାକୁ ତାଙ୍କୁ ଲାଗିଥିଲା ପନ୍ଦର ବର୍ଷ ସମୟ! ଶୁଣନ୍ତୁ ପ୍ରକାଶ ରାଉତଙ୍କ କଣ୍ଠରେ ଏହି ଚମତ୍କାର ଉପନ୍ୟାସ...
adbl_web_anon_alc_button_suppression_t1
No reviews yet