Chanakya Neeti Titelbild

Chanakya Neeti

Reinhören

30 Tage Audible Standard kostenlos testen

Danach 6,99 €/Monat. Monatlich kündbar
Für 0,00 € ausprobieren
Weitere Angebote

Chanakya Neeti

Von: ଅଶ୍ୱିନୀ ପରାଶର
Gesprochen von: ବୀରେନ ମିଶ୍ର
Für 0,00 € ausprobieren

Verlängert sich nach 30 Tagen für 6,99 €/Monat. Monatlich kündbar.

Für 17,88 € kaufen

Für 17,88 € kaufen

Chanakya Neeti is a book based on Chanakya, an Indian theorist, teacher, philosopher, economist and a noble mentor to the Mauryan emperors between 350 -275 BC. The book portrays about his ideologies and ideas in diverse situations, which are pertinent even to today's' times. ଆଚାର୍ଯ୍ୟ ବିଷ୍ଣୁଗୁପ୍ତ (ଚାଣକ୍ୟ) ଦ୍ୱାରା ପ୍ରଣୀତ 'ଚାଣକ୍ୟ ନୀତି'ର ମୁଖ୍ୟ ବିଷୟ ହେଉଛି ମାନବ ସମାଜକୁ ଜୀବନର ପ୍ରତିଟି ସନ୍ଧିକ୍ଷଣରେ ବ୍ୟାବହାରିକ ଶିକ୍ଷା ପ୍ରଦାନ କରିବା। ଏଥିରେ ମୁଖ୍ୟତଃ ଧର୍ମ, ସଂସ୍କୃତି, ନ୍ୟାୟ, ଶାନ୍ତି, ସୁଶିକ୍ଷା ଏବଂ ସର୍ବାନ୍ତକରଣରେ ମାନବୀୟ ପ୍ରଗତିର ଉତ୍କର୍ଷତାକୁ ପ୍ରତିପାଦିତ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ଗ୍ରନ୍ଥରେ ଜୀବନର ସିଦ୍ଧାନ୍ତ ଏବଂ ବ୍ୟବହାର ତଥା ଆଦର୍ଶ ଓ ଯଥାର୍ଥତାର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ। ଯେଉଁ କାରଣରୁ ଏହା ସାରା ବିଶ୍ୱରେ ଏକ ପ୍ରସିଦ୍ଧ ପୁସ୍ତକର ମାନ୍ୟତା ପାଇପାରିଛି।©2021 Storyside IN (P)2021 Storyside IN Sozialwissenschaften
adbl_web_anon_alc_button_suppression_t1
Noch keine Rezensionen vorhanden